STORYMIRROR

Writer Roja Panda

Inspirational

2  

Writer Roja Panda

Inspirational

ଗୁରୁ ନମସ୍ୟ

ଗୁରୁ ନମସ୍ୟ

1 min
391

ଗୁରଙ୍କ ଠୁ କେହି ନାହିଁ ଦୁନିଆରେ ମହାନ

ଗୁରୁ ବଳେ ମିଳେ ସିନା ଆମକୁ ସତଜ୍ଞାନ

ଗୁରୁଙ୍କର କରୁଥିବା ସଦା ଗୁଣଗାନ

ଗୁରୁଙ୍କ ବିନା ଜୀବନ ନରକ ସମାନ

ଗୁରୁ ଆମ ବିଚାରକୁ କରନ୍ତି ଉଜ୍ୱଳ

ତାଙ୍କ ମାର୍ଜିତେ ବାଣୀ ଆମ ହୁଅଇ କୋମଳ

ଦୂର କରି ସର୍ବଦା ସେ ଅଜ୍ଞାନ ଅନ୍ଧାର

ଭରନ୍ତି ସଭିଙ୍କ ମନେ ଜ୍ଞାନର ଭଣ୍ଡାର

ଗୁରୁ ବ୍ରମ୍ହା, ଗୁରୁ ବିଷ୍ଣୁ,ଗୁରୁ ହିଁ ପରମେଶ୍ୱର

ସଦା ପୂଜ୍ୟ,ନମସ୍ୟ ସେ ସଭିଙ୍କ ଆଦ୍ୟ ଈଶ୍ୱର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational