STORYMIRROR

Akankshyamayee Dash

Inspirational

3  

Akankshyamayee Dash

Inspirational

ଗୁରୁ ହିଁ ଈଶ୍ୱର

ଗୁରୁ ହିଁ ଈଶ୍ୱର

1 min
231

ବିଦ୍ୟା ସହ ଆଳୟ ମିଶି ହୁଏ ବିଦ୍ୟାଳୟ

ବିଦ୍ୟାର ନ ଥାଏ ପଟାନ୍ତର

ଦେବଳାୟେ ପୂଜା ପାଆନ୍ତି ଯେମିତି ଈଶ୍ୱର

ଗୁରୁଜୀ ଗୁରମାଆ ମୋ ପାଇଁ ସ୍ଵୟଂ ଠାକୁର

ମାଆ ସିନା ଜନ୍ମ ଦେଇ ପିଲାଙ୍କୁ ବଡ କରନ୍ତି

ଗୁରୁ ସେହି ପିଲାଟିର ଭବିଷ୍ୟତ ଗଢନ୍ତି ।

ଗୁରୁ ହିଁ ଶିଖାନ୍ତି ଆମକୁ ସଦଗୁଣ

ତାଙ୍କ ଯୋଗୁ ସଂସାରରେ ଦୂରେଇଯାଆନ୍ତି ଅଜ୍ଞାନ 

ସଦଗୁରୁଙ୍କ ଠାରୁ ଶିକ୍ଷା ଲାଭ କରି ହେବା ଭଲ ଶିଷ୍ୟ

ତା ହେଲେ ହେବା ଆମେ ଉଚ୍ଚ ପଦବାଚ୍ୟ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational