STORYMIRROR

Akankshyamayee Dash

Inspirational

3  

Akankshyamayee Dash

Inspirational

ଗୁରୁ ହିଁ ଈଶ୍ୱର

ଗୁରୁ ହିଁ ଈଶ୍ୱର

1 min
191

ବିଦ୍ୟା ସହ ଆଳୟ ମିଶି ହୁଏ ବିଦ୍ୟାଳୟ 

 ବିଦ୍ୟାରେ ନ ଥାଏ ପଟାନ୍ତର 

ଦେବାଳଏ ପୂଜା ପାଆନ୍ତି ଯେମିତି ଈଶ୍ୱର 

ଗୁରୁଜୀ ଗୁରୁମାଆ ମୋ ପାଇଁ ସ୍ଵୟଂ ଠାକୁର ।।

ମାଆ ସିନା ଜନ୍ମ ଦେଇ ପିଲାକୁ ବଡ଼ କରନ୍ତି

ଗୁରୁ ସେହି ପିଲାଟିର ଭବିଷ୍ୟତ କରନ୍ତି

ଗୁରୁ ହିଁ ଶିଖାନ୍ତି ଆମକୁ ସଦଗୁଣ

ତାଙ୍କ ଯୋଗୁ ସଂସାରରେ ଦୂରେଇ ଯାଆନ୍ତି ଅଜ୍ଞାନ ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational