STORYMIRROR

Akankshyamayee Dash

Classics Others

4  

Akankshyamayee Dash

Classics Others

ଗୁରୁ ହିଁ ଈଶ୍ୱର

ଗୁରୁ ହିଁ ଈଶ୍ୱର

1 min
452


ବିଦ୍ୟା ସହ ଆଲୟ ମିଶି ହୁଏ ବିଦ୍ୟାଳୟ

ବିଦ୍ୟା ର ନ ଥାଏ ପଟାନ୍ତର

ଦେବାଳୟେ ପୂଜା ପାନ୍ତି ଯେମିତି ଈଶ୍ୱର 

ଗୁରୁଜୀ ଗୁରୁମା ମୋ ପାଇଁ ସ୍ଵୟଂ ଠାକୁର

ମା ସିନା ଜନ୍ମ ଦେଇ ପିଲାଙ୍କୁ ବଡ କରନ୍ତି

ଗୁରୁ ସେହି ପିଲାଟିର ଭବିଷ୍ୟତ ଗଢ଼ନ୍ତି

ଗୁରୁ ହିଁ ଶିଖ।ନ୍ତି ଆମକୁ ସଦଗୁଣ,

ତାଙ୍କ ଯୋଗୁ ସଂସାରରେ ଦୂରେଇ ଯାନ୍ତି ଅଜ୍ଞାନ

ସଦ୍ଗୁରୁ କ ଠାରୁ ଶିକ୍ଷା ଲାଭ କରି ହେବ। ଭଲ ଶିଷ୍ୟ

ତା ହେଲେ ହେବା ଆମେ ଉଚ୍ଚ ପଦବ।ଚ୍ୟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics