STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ଗୁରୁ ଦିବସ

ଗୁରୁ ଦିବସ

1 min
221

ଗୁରୁ ନିତ୍ୟ ଗୁରୁ ସତ୍ୟଗୁରୁ ଦିବ୍ୟଜ୍ୟୋତି

  ତିମିର ଅଜ୍ଞାନ ଅନ୍ଧକାର ଦୂରକରି ଜ୍ଞାନର ଆଲୋକ

ପରିପ୍ରକାଶ କରନ୍ତି

ଜ୍ଞାନ ପରିବ୍ୟାପ୍ତ ନାହିଁ 

 ତାରି ପରିସୀମା

ଗୁରୁ ବିନା କି ପାଠ ସମ୍ପୂର୍ଣ୍ଣ

ହୋଇବ ନାହିଁ ତାରି ଉପମା

ଗୁରୁ ସ୍ରଷ୍ଟା ଶିଷ୍ୟ ତାଙ୍କରି ସୃଷ୍ଟି

ତାଙ୍କରି ଆଶୀର୍ବାଦ କରାଇ ଥାଏ

ଯୋଗ୍ୟ କେହି ଦେଖାଇ 

 ପାରେନା ବଢିମା

ଗୁରୁଙ୍କ ପରି ଶ୍ରେଷ୍ଠ

 ଗୁରୁ ଥିଲେ ଡକ୍ଟର

ସର୍ବପଲ୍ଲୀ ରାଧାକ୍ରଷ୍ଣନ୍

ତିରୁଚିନାପଲ୍ଲୀରେ ଜନମ

ଲଭି ବାଣ୍ଟିଲେ ଜ୍ଞାନ

ନ ଥିଲା ତାଙ୍କରି କରୁଣା ଉଣା

ହୋଇ ଦ୍ୱିତୀୟ ରାଷ୍ଟ୍ରପତି

ଶାସନ କରିଥିଲେ ଦେଶ

ଏ କଥା କି ସଭିଙ୍କୁ ଅଛି ଅଜଣା

କହିଥିଲେ ମୋରି ଜନମ ଦିନକୁ

ପାଳିବ ଗୁରୁ ଦିବସ 

 ରୁପେ କରି ବନି

  କେବେ ହେଳା

ତାହା ହିଁ ହୋଇବ ମୋ ପାଇଁ

 ତୁମରି ଶ୍ରଦ୍ଧା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational