STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ଗ୍ରୀଷ୍ମ ଋତୁ

ଗ୍ରୀଷ୍ମ ଋତୁ

1 min
232


ଆସିଛି ଗ୍ରୀଷ୍ମ ଋତୁ 

ଆମ୍ବ ,ପଣସର ଏହି ଋତୁ

ଟାଣ ଖରାଠୁ ଦୁରେଇ ଯିବା

ଅଧିକରୁ ଅଧିକ ଜଳ ପାନ କରିବା

ଛତା ,ଜୋତାକୁ କେବେ ଭୁଲି ନ ଯିବା

ଅଂଶୁଘାତ ପ୍ରତି ସତର୍କ ହେବା

ବାଟୋଇ ଭାଇକୁ ଆଶ୍ରୟ ଦେବା

ଜୀବ ଜନ୍ତୁ ବୃକ୍ଷ ଲତାକୁ ଜଳ ଯୋଗାଇ ଦେବା

ଜୀବନ ଅଟଇ ଆମର ମୂଲ୍ୟବାନ

ନିଜ ସ୍ୱାସ୍ଥ୍ୟ ପ୍ରତି ହେବା ସଚେତନ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational