STORYMIRROR

Akshayakumar Dash

Comedy Fantasy Inspirational

3  

Akshayakumar Dash

Comedy Fantasy Inspirational

ଗ୍ରହ

ଗ୍ରହ

1 min
182

ହଇହେ, ଘାତଚନ୍ଦ୍ର ଆଜି

ସମାଜ ଲେଖୁଛି

ଭିଡକୁ ଯାଆନି ସାରଙ୍କ ପତ୍ନୀ କହିଲେ।

ତୁଳା ରାଶି ପରା 

ଘାତ ଚନ୍ଦ୍ର ଯେବେ ସମାଜ କହୁଛି

ସମ୍ବାଦର ବାର୍ତ୍ତା

ସୁନାମ ମିଳିବ ବହୁତ

ଧରିତ୍ରୀ ପଢ଼ିଲି ଅଶାନ୍ତି

ଅନୁପମ କୁହେ ଧନ ପ୍ରାପ୍ତି ଯୋଗ

ପ୍ରଜାତନ୍ତ୍ର କଥା ଜାଣିନି।

ସୁଭୋଜନ କହେ ଭାସ୍କର

ଖୋଳଦ୍ୱାର କହେ

ଆଜିର ଦିନଟି ଭଲରେ କଟିବ

ଭାଇ କାହା କଥା ମାନି ଚଳିବ ?

ସାରକହିଲେ ହଇହେ

ଯୋଉତିଶ ପାଠ ପଡିନି ବୋଲିତ

ପେପର ଵାଲାଙ୍କ ଭାଉ ହେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Comedy