STORYMIRROR

Sunanda Mohanty

Abstract Classics Inspirational

3  

Sunanda Mohanty

Abstract Classics Inspirational

ଗୃହ ଲକ୍ଷ୍ମୀ

ଗୃହ ଲକ୍ଷ୍ମୀ

1 min
129

ଗୃହଲକ୍ଷ୍ମୀ ସେହି ମାଆ

ସନ୍ତାନର ହୋଇ ସାହା

କନ୍ୟା ରୂପେ ଜନ୍ମ ନେଇ

ସେବା ଯତ୍ନ କରି ଥାଇ

ଭଗିନୀ ରୂପେ ବାନ୍ଧି ରାକ୍ଷୀ

କାଳ କାଳ ରହେ ସାକ୍ଷୀ

ବଧୂ ରୂପେ କୂଳଲକ୍ଷ୍ମୀ

ସ୍ତ୍ରୀ ରୂପେ ଅର୍ଦ୍ଧାଙ୍ଗିନୀ

ମାଆର ରୂପେ ଆଶୀର୍ବାଦ

ସନ୍ତାନର ସଦା ମେରୁଦଣ୍ଡ

ଗୃହରେ ରହି କର୍ମ କରଇ ହିତ

ବଢ଼ଇ ମହତ ବଢେ ସାହିତ୍ୟ

ନାରୀ ଅଟେ ନାରାୟଣୀ

ଗୃଲକ୍ଷ୍ମୀ ପୁରାଣରେ ବୋଲାଇ

ଜଗତ ଜନନୀ ମାଆ ଲକ୍ଷ୍ମୀ

ସନ୍ତାନଦାତ୍ସଳା ପୂଜାପାଇ

ମାଆ ସ୍ୱର୍ଗୀୟ ଦାନ, କରିଥିଲେ ପୂଣ୍ୟ

ଜୀବନ ଧନ୍ୟ ବଢିବ ଯଶମାନ 

କେତେ ରୂପ ତୋର ମାଆ

ତୋ ପଣତ ଛାଇ ସବୁରି ମୁଣ୍ଡେ ଥାଆ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract