Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract

3  

Ajit Kumar Raut

Abstract

ଗର୍ବିତ କଲ ଭାରତବର୍ଷକୁ

ଗର୍ବିତ କଲ ଭାରତବର୍ଷକୁ

1 min
19



ଅଛି ପ୍ରଗାଢ ଭରସା 


ରାଷ୍ଟ୍ର ହିତେ କରୁଅଛ କାର୍ଯ୍ୟ ହେ


ମିଳୁଅଛି


ଗୌରବ ସମ୍ମାନ କୀର୍ତ୍ତି ହେ !! 


ରାଷ୍ଟ୍ର ହିତେ କାର୍ଯ୍ୟ ତୁମ


ଅଛ ସର୍ବଦା କର୍ତ୍ତବ୍ୟର ପଥେ ହେ


ରାଷ୍ଟ୍ର ପ୍ରୀତି


ଉଦେଶ୍ୟ ଭକ୍ତି ଉନ୍ନତି ହେ !!


ସନାତନର ସଂସ୍କୃତି


ରାଷ୍ଟ୍ରର ସଂସ୍କାର କଲ ସ୍ଥାପିତ ହେ


ସଂଘର୍ଷର


ହେଲା ପରିଣାମ ଜୟୀ ହେ !!


ଅସମ୍ଭବ କୁ ସମ୍ଭବ


କଲ ମୋଦି ତୁମେ ରାଷ୍ଟ୍ର ହିତେ ହେ


ଇତିହାସ


ନୂତନ ଲେଖୁଛ ଜ୍ଞାନୀ ହେ !!


ଦେଖି ନାହିଁ ଜୀବନରେ


ସ୍ବତନ୍ତ୍ର ଭାରତ ପ୍ରଧାନମନ୍ତ୍ରୀ ହେ


ଅହରହ


ପ୍ରାଣ ସମର୍ପିତ କର୍ମ ହେ !!


ଦେଖିଣ ତୁମ ବ୍ୟକ୍ତିତ୍ୱ


କେଉଁ କଳା ନେଇ ମର୍ତ୍ତ୍ୟପୁରକୁ ହେ


ଅସମ୍ଭବ


କଲ ପ୍ରଧାନ ସମ୍ଭବ ହେ !!




Rate this content
Log in

Similar oriya poem from Abstract