STORYMIRROR

Amita Dash

Abstract Inspirational Children

3  

Amita Dash

Abstract Inspirational Children

ଗପୁଡି

ଗପୁଡି

1 min
171


କେତେ ଖେଳୁଥିଲେ,ବୁଲୁଥିଲେ

ମଉଜ ମସ୍ତିରେ ସମୟ ବିତାଉଥିଲେ।

ସମୟ ଧାରାରେ ସବୁ ବୋହି ପଶିଗଲା ସଂସାର ସାଗର ପେଟରେ।

ଫଟୋ ଦେଖି ମନେପଡେ କଲେଜର ସ୍କୃତି।

ଡିଆଁ କୁଦା କରୁଛନ୍ତି ମୋ ଖଟର ଚାରିକତି।

ସକାଳ ଜଳଖିଆ ସହ ସନ୍ଧ୍ୟାରେ ଭ୍ରମଣ।

ନ ଜାଣି ପାରି 'ରୋଲ୍' କୁ ଗୁଡା ହୋଇଥିବା କାଗଜ ସହ ଖାଇବା

ତୁମମାନଙ୍କର ଗାଉଁଲି,ମଫସଲୀ କହି ମଜାକ୍ ଉଡେଇବା

ସନ୍ଧ୍ୟା, ସୂର୍ଯ୍ୟ ର ପ୍ରେମ କାହାଣୀ

ଚଗଲାର ପିଲାଳିଆମି,ଚଗଲି ର ଗାଳି 

ମୋର ଗାଉଁଲି ଢଙ୍ଗ ଢାଙ୍ଗ

ସବୁ ନାତି ଟୋକା ତାଜା କରିଦେଲା କଲେଜ ଫଟଟି ଦେଖେଇ।

ତା'କୁ ବସେଇ କହୁ କହୁ କହିଲି

ଅପାସୋରା ଅଣ୍ଟା ଧରାଧରି କାନ୍ଧରେ ହାତ ପକା ପକି,ଜଳ ଉଦ୍ୟାନରେ ଆମର କୁସ୍ତି।

ପଚାରିଲା ନାତି,

ଏ ଫଟରେ ତୁମ ଗାର୍ଲ୍ ଫ୍ରେଣ୍ଡ୍ କାଇଁ?

ଛଳଛଳ ଆଖି ଉତ୍ତର ପାରିଲା କି ଦେଇ

ଆଗରୁ ବୁକ୍ କରିଦେଇଥିଲା ତୋ ଜେଜି ମାଁ

ମୋ ପରିକା ଗାଉଁଲି।

ଦଶମରୁ ଏଇ ଗାଁ ମାଟିରେ ଏଇଠି।

ପିଲାଦିନ ର ଉକୁଣୀ ମୁଣ୍ଡି ଗପୁଡି।




Rate this content
Log in

Similar oriya poem from Abstract