STORYMIRROR

Brundabana Pradhan

Classics Children

2  

Brundabana Pradhan

Classics Children

ଗୋମାତା

ଗୋମାତା

1 min
176

ଗାଇ ନୁହେଁ ସେ ଗୋମାତା 

 ସେ ତ ସର୍ବ ପ୍ରାଣୀଙ୍କ ହିତା। 

ଗୋବର ତାହାର ଅତି ଉପକାର 

କାୟାରେ ତାର ସବୁ ଠାକୁର। 

ଗୋରସ ଖାଇ ଆନନ୍ଦେ ମୁହିଁ 

ତା ସେବାରେ ଯାଏଁ ଧାଇଁ। 

ବାଳୁତ କାଳେ କୃଷ୍ଣ ତା ସେବାରେ 

ଲାଗିଥିଲେ ମହା ଆନନ୍ଦରେ। 

ଆସ ଆସ ଆଜି ଏକାଠି ହେବା 

ଗୋମାତା ର ଆମେ ରକ୍ଷା କରିବା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics