STORYMIRROR

Priyadarsini Das.

Classics

2  

Priyadarsini Das.

Classics

ଗୋମାତା

ଗୋମାତା

1 min
142


କୃଷ୍ଣ ଙ୍କ ର ପ୍ରିୟ

ଭାରି ପ୍ରିୟ 

ଆମ ଗୋମାତା ..।


ଯମୁନା କୋଳ ରେ 

କଦମ୍ବ ମୂଳ ରେ

ବଇଁଶୀ ଶବ୍ଦ ରେ 


ହଜୁଥିଲେ ଗୋପ ବାସୀ ,

ଆଉ ମଜି ରହୁଥିଲେ 

କାନ୍ହା ଙ୍କ ପ୍ରିୟ ଗୋମାତା ...


ଆଜି ବି 

ରକ୍ଷା ବନ୍ଧନ ରେ ପୂଜିତ ହୁଅନ୍ତି ମାତା ..।


ତାଙ୍କ ର ଅମୃତ ରସ 

ପାନ କରି ଆମେ ଚିର ରୁଣୀ ଆମେ 

ଆମ ଗୋମାତା ପୟରେ ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics