Brundabana Pradhan
Romance
ତୁ ପାଖେ ଥିଲେ ପ୍ରତିଦିନ
ମୋତେ ସ୍ପର୍ଶ କରେ
ଗୋଳାପ ଦିବସ
କେତେବେଳେ ସେ
ରକ୍ତିମ ଗୋଳାପ ପାଖୁଡା
ମୋ ତନୁରେ ସ୍ପର୍ଶ କରି
ଆନନ୍ଦର ଅଶ୍ରୁ ଝରାଇଦିଏ
ତ କେତେବେଳେ ସେ
କଣ୍ଟକିତ ଗୋଳପଟି ରକ୍ତାକ୍ତ କରି
ଦୁଃଖର ଅବିଶ୍ରାନ୍ତ ଲୁହ ଗଡାଇଦିଏ ।
ଗୁତିର ପୁସପୁନି
ରାସ୍ତା
ଧନୁଯାତ୍ରା ସମି...
ସ୍ୱପ୍ନର ନାୟିକ...
କିଏ ସେ ପ୍ରେୟସ...
ଶୋଇଛି ସହର
ସେ ଚେହେରା
ଇନ ନିଜର ଭାବନା...
ଭିନ୍ନ ଏକ ନିଆଁ
ଭଦ୍ର ମଣିଷ
ଘନ ତମସାକୁ ଚିରି ପୂର୍ଣ୍ନିମାର ଚାନ୍ଦ ହୋଇ ସୁଶିତଳ କିରଣରେ ହରିନିଅ ଏଇ ବିଚ୍ଛେଦର ଜ୍ବାଳା ଘନ ତମସାକୁ ଚିରି ପୂର୍ଣ୍ନିମାର ଚାନ୍ଦ ହୋଇ ସୁଶିତଳ କିରଣରେ ହରିନିଅ ଏଇ ବିଚ୍ଛେଦର ଜ୍ବ...
ଛ' ମାସର ପଥ ଆଗେଇ ଆସିଲିଣି, ସମୟର ପାହାଡ଼ି ପାହାଚକୁ ଡେଇଁ ଡେଇଁ ପାଦରେ ଛାଲି, ଏବେ ପୁଣି ବୟସ୍କ ଛ' ମାସର ପଥ ଆଗେଇ ଆସିଲିଣି, ସମୟର ପାହାଡ଼ି ପାହାଚକୁ ଡେଇଁ ଡେଇଁ ପାଦରେ ଛାଲି, ଏବ...
ଯେତେ ଚେଷ୍ଟା କଲେ ମଧ୍ୟ ତୁମେ କେହି ମୋତେ ପାରିବନି ଛୁଇଁ ଅବା ଧରି କାହିଁକିନା ମୋ କ୍ଷତର ବ୍ଯାପ୍ତି ଯେତେ ଚେଷ୍ଟା କଲେ ମଧ୍ୟ ତୁମେ କେହି ମୋତେ ପାରିବନି ଛୁଇଁ ଅବା ଧରି କାହିଁକିନା ମୋ...
ମେଘ ବରଷୁଛି ରିମିଝିମି ସୁରେ ବେଙ୍ଗୁଲି ଗାଉଛି ଗୀତ ପୀରତି ଆଶାୟୀ ଚକୋର ମୁଁ ତୋର ତୋ ପାଇଁ ପ୍ରତୀକ୍ଷାରତ ମାଟିର... ମେଘ ବରଷୁଛି ରିମିଝିମି ସୁରେ ବେଙ୍ଗୁଲି ଗାଉଛି ଗୀତ ପୀରତି ଆଶାୟୀ ଚକୋର ମୁଁ ତୋର ତୋ ପାଇଁ ...
ନୀଳ ଆକାଶର ଉଡନ୍ତା ଚଢେଇ ହେବ ଆମ ସହଚର I ନୀଳ ଆକାଶର ଉଡନ୍ତା ଚଢେଇ ହେବ ଆମ ସହଚର I
ଶ୍ରାବଣ ନୁହେଁ ଫଗୁଣ ଶ୍ରାବଣ ନୁହେଁ ଫଗୁଣ
ପାଷାଣୀ ଅହଲ୍ୟା ଉଦ୍ଧାରିଛ ସିନା ପାଷାଣ ହୃଦୟ କର ଦୋଷ କି କରିଛି ଚିତ୍ତ ମୋ ସମର୍ପି ବିରହ ଜ୍ୱାଳାରେ ମୋର ପାଷାଣୀ ଅହଲ୍ୟା ଉଦ୍ଧାରିଛ ସିନା ପାଷାଣ ହୃଦୟ କର ଦୋଷ କି କରିଛି ଚିତ୍ତ ମୋ ସମର୍ପି ...
ଜୀବନ ଆଲୋକ ଲିଭି ଲିଭି ଯାଏ ପ୍ରୀତି ପ୍ରେମ ବାସ୍ନା ବିନା ଦୁଇ ମନ ଯେବେ ହୁଏ ଏକ ମନ ଝରଇ ପ୍ରୀତି ଜୀବନ ଆଲୋକ ଲିଭି ଲିଭି ଯାଏ ପ୍ରୀତି ପ୍ରେମ ବାସ୍ନା ବିନା ଦୁଇ ମନ ଯେବେ ହୁଏ ଏକ ...
ଗୋଲାପ ଦେଇ ମୁଁ ପ୍ରତାରିତ ଆଜି ଯନ୍ତ୍ରଣା ର ଜ୍ବଳନରେ ଗୋଲାପ କଣ୍ଟାରେ ହେଉଛି ମୁଁ ଭାଜି ଗୋଲାପ ଦେଇ ମୁଁ ପ୍ରତାରିତ ଆଜି ଯନ୍ତ୍ରଣା ର ଜ୍ବଳନରେ ଗୋଲାପ କଣ୍ଟାରେ ହେଉଛି ...
ଏମିତି ବିତାଇ ଥିଲି ସେହି ଦିନଟିକୁ. ଏମିତି ବିତାଇ ଥିଲି ସେହି ଦିନଟିକୁ.
ସେବା ସମର୍ପଣ ପବିତ୍ର ନିଷ୍ଠାରେ ଶବ ବି ପାଲଟେ ଶିବ କାଷ୍ଠ ଓ ପାଷାଣେ ପରମେଶ୍ବର ବି ମୂର୍ତ୍ତିମନ୍ତ ସେବା ସମର୍ପଣ ପବିତ୍ର ନିଷ୍ଠାରେ ଶବ ବି ପାଲଟେ ଶିବ କାଷ୍ଠ ଓ ପାଷାଣେ ପରମେଶ୍ବର ବି ...
ମୋ' ପାଖେ ନାହିଁ ଵିି' ନିିତ୍ୟ ନୁତନତା ର ଵିଵିଧତା, ମୋତେ ଜଣା ବି' ନାହିଁଁ ତମକୁ ହଜାଇଵାର ଅପୁର୍ଵ ମୋ' ପାଖେ ନାହିଁ ଵିି' ନିିତ୍ୟ ନୁତନତା ର ଵିଵିଧତା, ମୋତେ ଜଣା ବି' ନାହିଁଁ ତମକୁ ହଜାଇଵା...
ମୃତ୍ଯୁ ଡାକିଲାଣି ଠକ୍ ଠକ କରି ମୁଁ କଣ ଭାବିଥିଲି ଅନ୍ଧାର ରାଜ୍ୟଟା ମୋ ଏତେ ନିକଟତର ବୋଲି ମୁଁ ଜାଣି ମୃତ୍ଯୁ ଡାକିଲାଣି ଠକ୍ ଠକ କରି ମୁଁ କଣ ଭାବିଥିଲି ଅନ୍ଧାର ରାଜ୍ୟଟା ମୋ ଏତେ ନିକଟତର ବୋଲି ...
ଭୁଲ୍ ବୁଝିବୁନି ମତେ ଭୁଲ୍ ବୁଝିବୁନି ମତେ
ସ୍ମୃତି କେବେ ସ୍ମୃତି କେବେ
କେବେ କେବେ ସେ ସ୍ୱର ଧ୍ୟାନ ଭାଙ୍ଗି ତପସ୍ୱୀରୁ ସଂସାରୀ ସଜାଏ ମୋତେ ସମ୍ମୋହିତ ନାଗ ଭଳି ମୁଁ ଫଣା ଟେକି ଶ... କେବେ କେବେ ସେ ସ୍ୱର ଧ୍ୟାନ ଭାଙ୍ଗି ତପସ୍ୱୀରୁ ସଂସାରୀ ସଜାଏ ମୋତେ ସମ୍ମୋହିତ ନାଗ ଭ...
ଗୋଟେ ଦିନ ପାଇଁ ରାତି ଗୋଟେ ଦିନ ପାଇଁ ରାତି
ଦୁର୍ଗମ ଅଭେଦ୍ୟ ଦୂରାନ୍ତରୁ ଅଗନା ଅଗଣି ବନସ୍ତରୁ ନିର୍ଝରିଣୀଟେ ଡେଇଁ ଆସେ, ସଗାରରେ ମିଶିବା ପାଇଁ ଦୁର୍ଗମ ଅଭେଦ୍ୟ ଦୂରାନ୍ତରୁ ଅଗନା ଅଗଣି ବନସ୍ତରୁ ନିର୍ଝରିଣୀଟେ ଡେଇଁ ଆସେ, ସଗାରରେ ...
ଗମ୍ଭୀରିଭିତରେ ଜଗା ହୁଏ ଭାବ ଗମ୍ଭୀର ଭକ୍ତପାଇଁ ଶ୍ରୀକ୍ଷେତ୍ରରେ ବନ୍ଧା କଳା ଠାକୁର। ମନେ ମନେ ଦୋଷୀ ଗମ୍ଭୀରିଭିତରେ ଜଗା ହୁଏ ଭାବ ଗମ୍ଭୀର ଭକ୍ତପାଇଁ ଶ୍ରୀକ୍ଷେତ୍ରରେ ବନ୍ଧା କଳା ଠାକୁର। ମ...
ତୁମ ଗାଆଁ ଜହ୍ନ ଜୋଛନା ଢାଳିଲେ ମୋ ଗାଆଁ ମାଟି ହସେ ମୋ ଗାଆଁ ଜହ୍ନ ନିରେଖି ଚାହିଁଲେ ତୁମରି ରୂପଟି ଦିଶେ I ତୁମ ଗାଆଁ ଜହ୍ନ ଜୋଛନା ଢାଳିଲେ ମୋ ଗାଆଁ ମାଟି ହସେ ମୋ ଗାଆଁ ଜହ୍ନ ନିରେଖି ଚାହିଁଲେ ...