STORYMIRROR

Subham Lipu

Classics

3  

Subham Lipu

Classics

ଗୋଲାପ

ଗୋଲାପ

1 min
218


ଗୋଲାପ ଗଛକୁ ଦେଖିଦେଲେ

ମୋତେ ଆସିଯାଉଛି ଭାରି ଡର,

ପ୍ରେମ କରୁଥିଲି ପ୍ରେମିକା ଯେବେଠାରୁ

କରିଦେଲା ମୋତେ ପର l l


ନିତିଦିନ ଯାଏ ଫୁଲ ବଗିଚାକୁ

ଗୋଲାପ ଫୁଲ ଆଣିବା ପାଇଁ,

ହାତରେ ତୋହର ଗୋଲାପ ଧରାଇ

କହୁଥିଲି ମୁଁ ତୁମରି ପାଇଁ l l


ଜାଣିନଥିଲି ପରଦେଶୀ ପ୍ରିୟା ଦିନେ 

ମୋତେ ଦେଇଦେବ ବୋଲି ଧୋକା

ଗୋଲାପ ସହ ଶତ୍ରୁତା କରି

ଆଜି ହେଇଗଲି ମୁଁ ପୁରା ଏକା l l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics