Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Subham Lipu

Others

3  

Subham Lipu

Others

ସ୍ୱପ୍ନସାଗର

ସ୍ୱପ୍ନସାଗର

1 min
213



ତୁମେ ପରା ମୋର ହୃଦୟର ରାଣୀ 

କାହିଁକି କରିଲ ମୋ ମନକୁ ଚୋରି

ଏମିତି କି ଦିନ କି ରାତି ନାହିଁ

ହେଉ ନାହିଁ ମୁଁ ତୁମକୁ ଝୁରି l l


ବର୍ଷା କି ଶରତ ଶୀତ କି ହେମନ୍ତ

 ରହିଥାଅ ମୋ ହୃଦୟରେ

ତୁମେ ପ୍ରିୟତମା ମୋ ସପନର ନାୟିକା

 ଭିଜେଇ ଦିଅ ତୁମ ପ୍ରେମରେ l l


ସୁନେଲି ଆକାଶର ସାଗର ବେଳାରେ

ତୋଳିବାକୁ ଏକ ବାଲିଘର

 ପ୍ରୀତିର ପରଶ ଝରାଇ ଦେଇ

କହିଥିଲ କରିବ ନିଜର l l


ଆଉ କାହିଁ ଦେଖୁ ନାହିଁ ତୁମକୁ ସପନେ 

 ଏଇ ନୀରିମାଖି ଆଖି

ଦେଖି ଦେଖି ସପନ ସେ

ଯାଇଛି ପୁରା ଥକି l l



Rate this content
Log in