Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Priyashree Baula

Abstract

3  

Priyashree Baula

Abstract

ଗୋଲାପ

ଗୋଲାପ

1 min
208


କେତୋଟି କୋମଳ ପାଖୁଡାରେ ଗଢା ସେ

ଅଳ୍ପ ଆୟୁ ଧରି 

ସେ ଆସିଥାଏ ଏ ଜଗତକୁ । 

ସେଇ କେଇ ଦିନ ମଧ୍ଯରେ

ସେ ତା' ସୌନ୍ଦର୍ଯ୍ୟରେ, 

ବାନ୍ଧି ରଖେ ସମସ୍ତଙ୍କୁ । 

ଏ ଜଗତରେ ତା'ର ପରିଚୟ

ନୁହେଁ ଖାଲି ଗୋଲାପ, 

ପ୍ରେମର ପ୍ରତୀକ ମଧ୍ଯ ସେ । 

ବାସ ସିନା ନାହିଁ ତା'ର 

କିନ୍ତୁ ସୌନ୍ଦର୍ଯ୍ୟରେ ଭରପୁର । 

ତା'ର ସେ କୋମଳମୟୀ ପାଖୁଡାରେ

କେତେ ଯେ ଔଷଧୀୟ ଗୁଣ ! 

ଓ ସୌନ୍ଦର୍ଯ୍ୟମୟୀ ରୂପରେ

କରେ ଅନ୍ୟ ର ମନକୁ ହରଣ । 

କେଡେ ମନୋହର ଫୁୁୁଲ ସେ

ସାଇ ବାବାଙ୍କର ଅତି ପ୍ରିୟ ସେ ।। 



Rate this content
Log in

Similar oriya poem from Abstract