STORYMIRROR

sumita behera

Abstract

2  

sumita behera

Abstract

ଗୋଲାପ

ଗୋଲାପ

1 min
150

ଯୁଦ୍ଧ ପୂର୍ବରୁ ହିଁ

କରିନେଲି ସନ୍ଧି

ପ୍ରୀତିଫାଶେ ତୁମ

ହୋଇଗଲି ବନ୍ଦୀ


ପ୍ରିୟତମ ମୋର

ମୋ ପାଇଁ ଏମିତି

ଜହ୍ନ କଇଁ ବିନା

କବିତା ଯେମିତି


Rate this content
Log in

Similar oriya poem from Abstract