STORYMIRROR

Tapaswini DashSarangi

Abstract Romance Fantasy

4  

Tapaswini DashSarangi

Abstract Romance Fantasy

ଗୋଲାପ

ଗୋଲାପ

1 min
219

ଆଗୋ ସୁନ୍ଦରୀ ପ୍ରେମ ମନୋହରୀ

ଉଦ୍ୟାନ ମଉଡ଼଼ମଣୀ

ଅତୁଳନୀୟ ଗୋ ତୁୁମ ରୂପକାନ୍ତି

ଲାବଣ୍ୟା ଗୋଲାପ ରାଣୀ।

ତୁୁୁମରି ପରଶ ଯିଏ ସେ ଲଭିଛି

କଣ୍ଟାକୁ ଆପଣା କରି

ହାତରୁୁ ରୁୁଧିର ଝରଝର ବହେ

ସତେ କି ପିିରତି ବାରି।

ଆନନ୍ଦରେ ତୁୁମେ ନିରାନନ୍ଦେ ତୁମେ

ତୁୁୁମେ ଲୋଡା ସବୁଠାରେ

କି ଉପମା ଦେବ କବିର କଲମ

ବସି ଭାବେ ଏକାନ୍ତରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract