Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjya Tripathy

Classics

3  

Sanjya Tripathy

Classics

ଗଣ ଧର୍ଷଣ

ଗଣ ଧର୍ଷଣ

1 min
118



ମୁଁ ପଚାରିଲି- ତୁ କିଏ ?

ସେ ପଚାରିଲା- ତୁ କିଏ ?

ଏହି ପ୍ରଶ୍ନ ପ୍ରଶ୍ନର ପ୍ରଜ୍ବଳରେ

ପାହାଡିଆ ନଇ ସ୍ରୋତରେ

ଭାସି ଆସିଲା ଫୁଲ ବାଂଗୁଡିଟିଏ

ତାକୁ ଜଳରୁ ଉଠାଇ ମୁଁ ଗଲି ଦେବାଳୟକୁ

ବାଂଗୁଡିଟିଏ ତଳେ ରଖ୍ ମୁଣ୍ଡିଆ ମାରିଲି

ଆଖ୍ ଖୋଲିଲା ମାତ୍ରେ ବାଂଗୁଡି ପାର୍

ଯେତେ ଅନ୍ଵେଷଣ ବ୍ୟର୍ଥ

ଏ ପଟେ ବାଂଗୁଡି ଚୋର

କୋଟିଏ ଟଂକାରେ ବିକିଲି ଦେଲା ଫୁଲ

ସେ ଗୁଡିକ ସଜଡା ଗଲା ମହାମହିମଂକ ବାସର ଶଯ୍ୟାରେ

ସେଇଠି ଆଉ ଗୋଟିଏ ଫୁଲ ସହ ସମସ୍ତେ ଧର୍ଷିତ ହେଲେ

ଜଣ ନୁହେ- ଗଣ ଧର୍ଷଣ

ଯେଉଁ ଭିଡିଓଟି ଭାଇରାଲ୍ ହେଲା ପଲ୍ଲୀରୁ ଦିଲ୍ଲୀ

ଏଠି ବ୍ୟବସ୍ଥା କଲା କ’ଣ ? ବିଚାର କଲା କ’ଣ ? ଏ

ତେଣୁ ସର୍ବ ବୃହତ୍ ଗଣତଂତ୍ରରେ ନିଇତି ଗଣଧର୍ଷିତ ହେଉଥିବା

ଅଫୁଟତ କଳିକା ଗୁଡିକ- ଏକୀକୃତ ହୁଅ

ନିଜର ସୁରକ୍ଷା ନିଜେ କର

ନ ହେଲେ ସମ୍ମତିର ସେକ୍ସ ବେଳ ଲିଂଗ ଛଦନ କର

ନିର୍ଭୟା ଠାରୁ ପରୀ ଯାଏ- ସମସ୍ତେ ବ୍ୟାପିଯାଅ ଝଡମଂଡଳ

ରୋକିବାକୁ ଦିନ ଦିପହରର ଗଣଧର୍ଷଣ ।


Rate this content
Log in

Similar oriya poem from Classics