STORYMIRROR

Arundhati Senapati

Abstract

3  

Arundhati Senapati

Abstract

ଗ୍ଲୋବ

ଗ୍ଲୋବ

1 min
12K

ଜୀବନର ରଙ୍ଗକୁ ନିଜର

ଗୋଲାର୍ଦ୍ଧ ମଧ୍ୟରେ ଧରି ରଖି

ମଣିଷ ଗ୍ଲୋବ ପରି ଘୂରେ।


କିଛି ରେଖା, ରଙ୍ଗ ମଧ୍ୟରେ

ରଙ୍ଗାୟିତ ଗ୍ଲୋବ ଯେମିତି ଢଳି ଢଳି

ସନ୍ତୁଳନ ରକ୍ଷା କରି ଘୂରି ଚାଲେ।


ଠିକ୍ ସେମିତି ମଣିଷ ଉତ୍ଥାନ-ପତନର ରଙ୍ଗରେ

ନିଜକୁ ସମୟର ପରିଧି ମଧ୍ୟରେ ଆୟତ୍ତ କରି

ଆଗକୁ ଆଗକୁ ପରିସ୍ଥିତି ସହ ଆଗେଇ ନିଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract