STORYMIRROR

Dr Subas Chandra Rout

Classics Others

3  

Dr Subas Chandra Rout

Classics Others

ଗହଳ ମେଘ

ଗହଳ ମେଘ

1 min
226

ମୁଖ ନିସୃତଃ କବି – ସନ୍ଥ କବୀର ଦାସ 

ଅନୁବାଦ - Dr Subas Chandra Rout


ଅବଧୂତ ଆକାଶେ ଗହଳ ମେଘ । 

ପଶ୍ଚିମ ଦିଗରୁ ଲେଉଟା ମେଘ, ରିମ୍ ଝିମ୍ ପାଣି ବରଷେ,

ସୁଜ୍ଞାନୀ, କ୍ଷେତ ହିଡ଼ ସମ୍ଭାଳ, ଜଳ ବୋହି ଯିବ ଶେଷେ ।

ନିତ୍ୟ ଶରୀର ଲତା ବନାଅ, ବୁଣିଦିଅ ନିଜ-ମଞ୍ଜି,

ଦ୍ୱିଧା ଆଲୋକ ଅସ୍ତ ନ ହେଉ, ବୁଣି ଚାଲ ନାମ ମଞ୍ଜି ।

ଚାରି ଦିଗରେ ଚାରି ରକ୍ଷକ, ପାରେ ନାହିଁ ମୃଗ ଖାଇ,

କଷ୍ଟ ଲବ୍‌ଧ ଅମଳ ଶସ୍ୟ ମାଲିକ ଘରେ ତୁ ଦେଇ ।

ପାଞ୍ଚଟି ସଖୀ ମିଶି ରାନ୍ଧନ୍ତି, ଥାଆନ୍ତି ମୂନି ଓ ଜ୍ଞାନୀ,

କହେ କବୀର ଶୁଣନ୍ତୁ ସାଧୁ, ବୁଣି ଚାଲ ନାମ ଧ୍ୱନି ।


Rate this content
Log in

Similar oriya poem from Classics