STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ଘେନ ମୋର ପ୍ରାତ ନିବେଦନ

ଘେନ ମୋର ପ୍ରାତ ନିବେଦନ

1 min
407

ହେ ପଞ୍ଚାନନ    

ଘେନ ମୋର ପ୍ରାତ ନିବେଦନ

ତୁମ ନାମ ଗାଇ

ତୁମ ରୂପ ଧ୍ୟାୟୀ

ବିତି ଯାଉ ମୋର ଏ ଜନମ।

 ହେ ପଞ୍ଚାନନ     

ତୁମ ନାମେ ଅଛି ଯେଉଁ ଅମିୟ ରସ

ପାନ କଲେ ମିଳେ ପ୍ରଭୁ ପରମ ସୁଖ

ଅନନ୍ତ ଅବ୍ୟକ୍ତ 

ଦେବ କୃତିବାସ

ଶ୍ରୀ ପଦ କମଳେ କରେ 

  କୋଟି ନମନl

ହେ ପଞ୍ଚାନନ    


ଅରକ୍ଷ ରକ୍ଷକ ତୁମେ ମୁକତି ଦାୟକ

ଠୁଳ ଶୂନ୍ୟ ରୂପୀ ଶିବ ସଂସାର ପାଳକ

ତୁମେ ହିଁ ସତ୍ୟ 

ତୁମେ ହିଁ ସୁନ୍ଦର

ତୁମେ ହିଁ ତ ସଦାଶିବ ମୋ ମୋ ଯିବ ଜୀବନ।

 ହେ ପଞ୍ଚାନନ  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational