STORYMIRROR

Sunanda Mohanty

Inspirational

3  

Sunanda Mohanty

Inspirational

ଗଛ

ଗଛ

1 min
143

ଗଛରେ, ମାଆ ପରି ତୁ ଛାଇଟିଏ 

ତୋ ବିନା ବଂଚିବା ସମ୍ଭବ କି ହୁଏ 

କେତେ ପକ୍ଷୀଙ୍କର ତୁ ଆଶ୍ରୟସ୍ଥଳଟିଏ 

ଫଳ ଫୁଲର ସମ୍ଭାରେ ତତେ ଭରିଛି ଯିଏ 

ସିଏ ଜାଣିଛି ତୁ କେଡେ ଉପକାରୀ ବନ୍ଧୁଟିଏ 

ମାଟି ପାଣି ପବନକୁ ଧରି ରଖିଥାଏ 

ମଣିଷ କେମିତି ବୁଝିବ ଅଜ୍ଞାନ ଚଷମା ପିନ୍ଧି ସିଏ 

ତତେ ହାଣି ସବୁଜ ରକ୍ତ ବଦଳେ କଣ କେଜାଣି ପାଏ ସିଏ 

ସବୁ ଭୁଲିଯାଇ ସାଜିଛୁ ପ୍ରକୃତ ବନ୍ଧୁଟିଏ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational