STORYMIRROR

Manaswinee Dash

Abstract

3  

Manaswinee Dash

Abstract

ଗଛ ଲଗାଅ

ଗଛ ଲଗାଅ

1 min
162

ପିଲାଏ ତୁମେ ରଖ ଜାଣି, 

ଗଛ ଲଗାଇବା ସଭିଏଁ ମିଳି, 

ନିତି ଜଦି ତାକୁ ଦେବ ପାଣି, 

ଦିନେ ପରିବେଶ ପୁଣି ହବ ସମ୍ଭାଳି। 


ଗମଲାରେ ଗଛ ଯେବେ ଯିବ ବଢି, 

ଖୋଲା ଯାଗାରେ ତାକୁ ଦବ ଲଗାଇ, 

ହସିବ ଦିନେ ତାର ଫୁଲ କଢି, 

କେତେ ସାହାଯ୍ୟ ସେ ତୁମକୁ କରଇ। 


ତାର ଛାଇରେ ଯେବେ ବସିବ, 

ଖରା ଦାଉରୁ ସେ ନବ ବନ୍ଚାଇ, 

ହାଲୁକା ହାଲୁକା ପବନ ଦବ, 

ତୁମର ମନ ସେ ନବ ମୋହି। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract