STORYMIRROR

Kumar Mrutyunjay

Abstract

3  

Kumar Mrutyunjay

Abstract

ଗାନ୍ଧୀଜୀ ଙ୍କ ସ୍ବପ୍ନ

ଗାନ୍ଧୀଜୀ ଙ୍କ ସ୍ବପ୍ନ

1 min
11.6K

ରଘୁପତି ରାଘବ ରାଜା ରାମ

ପଛପଟେ ଚାଲୁଥାଇ ଯେତେ ସବୁ କାମ |


ଚୋରି ତସ୍କରୀ ଅବା ଯେତେ ଅନ୍ୟାୟ 

କଳାପଟି ବାନ୍ଧି ଆଇନ ଦେଇଦିଏ ରାୟ |


ସତମିଛ ଭଲମନ୍ଦ ଚାଲେ ଫିକରଫନ୍ଦି 

ଏମିତି ଅଙ୍କ ଦେଲେ ନ୍ୟାୟ ଯାଏ ଛନ୍ଦି |


ତଥାପି ଦେଖୁଛୁ ସ୍ବପ୍ନ ରାମରାଜ୍ୟ ପାଇଁ 

ଯେଉଁଠାରେ ନାରୀ ପାଇଁ ସନମାନ ନାହିଁ |


ନା ଦେଖିବୁ ଶୁଣିବୁ ଅବା କହିବୁ ଖରାପ କଥା 

ଭୁଲ ଆଗେ ତା'ବୋଲି କି ନଇଁ ଦେବୁ ମଥା! |


ପୁରୁଷ ହେଉ ବା ନାରୀ ହୋଇ ହାତ ଧରାଧରି 

ଗଢିବା ଏକସ୍ବପ୍ନ ରାଇଜ ନକରି ଆଉ ଡେରି |


Rate this content
Log in

Similar oriya poem from Abstract