Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Kumar Mrutyunjay

Abstract

3  

Kumar Mrutyunjay

Abstract

ଏକପଦୀରେ ଏକତା

ଏକପଦୀରେ ଏକତା

1 min
11.5K


ଅସାଧ୍ୟ ସାଧ୍ୟ ହୁଏ 

ସଭାରେ ଜୟ ହୁଏ 

ଉତ୍ସବରେ ଉତ୍ସାହ ଆସେ 

ଦୁର୍ଭିକ୍ଷରେ ଭୋକ ରୁହେନା 

ରାଜଦ୍ୱାରେ ହାରେନା 

ରାଷ୍ଟ୍ରବିପ୍ଳବ ବି ସହଜ 

ଶ୍ମାଶନରେ କ୍ଷୟ ହୁଏ 

ତାହାହିଁ ପ୍ରକୃତ ଏକତା !


Rate this content
Log in