STORYMIRROR

Kumar Mrutyunjay

Abstract

3  

Kumar Mrutyunjay

Abstract

ବ୍ୟାୟାମ

ବ୍ୟାୟାମ

1 min
11.7K

ବଳ ବୁଦ୍ଧି ବିବେକର ବିକାଶ 

ଶାରୀରିକ କାର୍ଯ୍ୟର ଦକ୍ଷତା 

ଆଳସ୍ୟ ରୋଗ ର ବିନାଶ 

ଉତ୍ତମ ସ୍ୱାସ୍ଥ୍ୟ ସଠିକ ଉଚ୍ଚତା


ପ୍ରାତଃ କାଳେ ଧ୍ୟାନ ବ୍ୟାୟାମ 

ସନ୍ଧ୍ୟାରେ ପ୍ରାର୍ଥନା ପ୍ରାଣାୟାମ 

ଆରୋଗ୍ୟତାର ସଫଳ ଏକ ପ୍ରୟାସ 

ବ୍ୟାଧି ଦୁଃଖ ଶୋକର ସମୂଳେ ବିନାଶ


ବୀର୍ଯ୍ୟବାନ ସୌର୍ଯ୍ୟବାନ ତପସ୍ୱୀ 

କଠିନ ପରିଶ୍ରମୀ ପ୍ରୟାସୀ 

ଆଶୁ ଆରୋଗ୍ୟ ଦୀର୍ଘାୟୁ ଜୀବନ 

ଷଡ଼ରିପୁ ସହ ବଶୀଭୂତ ହୁଏ ମନ


ବଶେ ରୁହେ ପଞ୍ଚେନ୍ଦ୍ରିୟ ସଂଯମତା 

ଦୂର ହୁଏ ଅକାଳ ବାର୍ଦ୍ଧକ୍ୟ କ୍ଷମତା 

ସ୍ଵସ୍ଥ ସୁନ୍ଦର ବଳିୟାନ ତେଜୀୟାନ 

ବ୍ୟାୟାମ ଯେ କରେ ସେ ମହାନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract