STORYMIRROR

Prafulla Kumar Tripathy

Abstract

2  

Prafulla Kumar Tripathy

Abstract

ଗାନ୍ଧି

ଗାନ୍ଧି

1 min
142

ହେ ମହାମ୍ଢା

କଣ ତୁମ ଇଛ୍ଥାରେ

ଆଖି ଖୋଲ କି ବନ୍ଦ କର

ଯେତେବେଳେ ବି ଦେଖ

ଖଦଡ ଚାଦର ଗୋଟେ ଠେଙ୍ଗା

ଅଣ୍ଟାରେ ଓହୁଳୁ ଥିବା ଘଣ୍ଟା

ବିଶ୍ବାକୃୃୃୃୃୃୃୃୃୃୃତି ଧଳା ଚଷମା

ବଚନ ଆପଣଙ୍କ ସତ୍ୟ

ନିତି ଆପଣଙ୍କ ଅହିଁସା

ଶାନ୍ତି ସହବସ୍ଥାନ

ସ୍ବଛ୍ଥ ପରିବେଷ

ହେ ମହାମ୍ଢା ଆପଣ ନାହାନ୍ତି

ଆମେ ଆମ ନିଜ ପାଇଁ

ସହର ଗଳି କନ୍ଦି

ଖୋଜି ବୁଲୁଛୁ

ସେହି ବିଶ୍ବାକୃୃୃୃୃୃୃୃୃୃୃତ ଚଷମାରେ

ଦେଖିବାକୁ ପରିବେଷରେ

ଆପଣ କେଉଁଠି କେମିତି ଅଛନ୍ତି

ଏଦୁନିଆରେ ଖଦଡ ଠେଙ୍ଗା

ସତ୍ୟ ଶାନ୍ତି,ଅହିଁସା

କେତେ ବା ସ୍ବଛ୍ଥ


Rate this content
Log in

Similar oriya poem from Abstract