STORYMIRROR

Saudamini Pattanaik

Inspirational Abstract Others

3  

Saudamini Pattanaik

Inspirational Abstract Others

ଏତିକି କରୁଣା

ଏତିକି କରୁଣା

1 min
13.8K


ତୁମେ କରୁଣାର ସାଇଁ ହେ ପ୍ରଭୁ

ତୁମେ ଜଗତର ସାଇଁ

ଅଭିଯୋଗ କିଛି କରୁନାହିଁ ପ୍ରଭୁ

ଅଭିମାନ କରୁନାହିଁ

ଏତିକି ମାଗୁଛି କରୁଣା ସାଗର

ଭକ୍ତି ଦିଅ ମୋତେ

ଶକ୍ତି ଦିଅ ମୋତେ

ତୁମକୁ ଡାକିବା ପାଇଁ

ତୁମରି ନାମକୁ ଗାଉ ଗାଉ ପ୍ରଭୁ

ଏଜୀବନ ମୋର ଯାଉ

ଏତିକି କରୁଣା ହେଉ ମହାପ୍ରଭୁ

ଏତିକି କରୁଣା ହେଉ..... ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational