STORYMIRROR

kahnu charan sahu

Abstract

2  

kahnu charan sahu

Abstract

ଏତେ ନିର୍ଦ୍ଦୟ ହୁଅ କାହିଁ

ଏତେ ନିର୍ଦ୍ଦୟ ହୁଅ କାହିଁ

1 min
130

ହେ କରୋନା

ତୁମେ ଏତେ ନିର୍ଦ୍ଦୟ ହୁଅ କାହିଁ

ଚାଇନାର ଉହାନ ରୁ ସୃଷ୍ଟି ହୋଇ

ବ୍ୟାପି ଚାଲିଲା ସରାବିଶ୍ୱ

ମେଲାଇ ଚାଲିଲ

ତମ କାୟା ଚତୁର୍ଦିଗ


ଆତଙ୍କିତ

ଭୟଭୀତ

ସରାବିଶ୍ୱ ଏବେ

କିପରି ମୁକାବିଲା କରିହେବ

ଅଜଣା ଯେ ସଭିଙ୍କୁ


ତୁମ ପ୍ରେମର

ଆଘାତରେ କ୍ଷତାକ୍ତ ସରାବିଶ୍ୱ


ତୁମେ ନିର୍ଦ୍ଦୟ ହୁଅ ନାହିଁ

ଫେରିଯାଅ ଫେରିଯାଅ

ବିଶ୍ବରୁ ବିଦାୟ ନେଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract