STORYMIRROR

Neelima Nivedita Behera

Fantasy

2  

Neelima Nivedita Behera

Fantasy

ଏଣୁତେଣୁ 9

ଏଣୁତେଣୁ 9

1 min
2.5K


ଆଖିରୁ ମୋର ନିଦକୁ ଉଡ଼େଇ

ତୁମେ ଆରାମରେ ଗଲ ଶୋଇ

ସେପାଖରେ ସିନା ଅନ୍ଧାର ରାତି

ଏପଟେ ପ୍ରତୀକ୍ଷା ଉଜାଣି ନଈ ।

ଛୁଇଁବା, ଚୁମିବା, ଆଲିଙ୍ଗନେ ନେବା

ନୁହେଁ କାଳ୍ପନିକ ଏକ କାହାଣୀ

ମୁଦ୍ରିତ ଆଖିରେ ତୁମକୁ ଅନୁଭବୀ ନେବା

ନୁହେଁକି ପ୍ରୀତିର ନିଆରା ଠାଣି !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy