STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Abstract

2  

ନାୟକ ଅକ୍ଷୟ ରାଜହସ୍ତୀ

Abstract

ଏମିତି କାହିଁକି ହୁଏ

ଏମିତି କାହିଁକି ହୁଏ

1 min
174

ଏମିତି କାହିଁକି ହୁଏ

ଓଠ ନୀରବ

ଆଖି କଥା କହେ

ଆଉ କେବେ ଆଖି ନୀରବ

ଓଠର କଥା କହେ

ପୁଣି ବେଳେବେଳେ

ଉଭୟେ ନୀରବ

କିନ୍ତୁ କଥା କହି ଯାଏ

ସମ୍ପର୍କ ର ଖିଅ ଟିଏ

ରାତି ର ତାତି ସିଏ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract