STORYMIRROR

Mrs. SASMITA DAS

Abstract

3  

Mrs. SASMITA DAS

Abstract

ଏକତାର ମନ୍ତ୍ର

ଏକତାର ମନ୍ତ୍ର

1 min
11.8K

ଏକତାରେ ହୁଏ

ଅସାଧ୍ଯ ସାଧନ

ବିଶ୍ୱାସରେ ବନ୍ଧା ଏହି

ଏକତାର ଗୀତ

    ବିନ୍ଦୁଏ ଜଳରେ କି'ବା ଶକ୍ତି

    ମାତ୍ର ଜଳବିନ୍ଦୁ ମିଶିଗଲେ

    ବୃହତ ସେ ନଦୀ

କ୍ଷୁଦ୍ର ଜଳକଣା ତା'ର କି ବା ଶକ୍ତି

ମାତ୍ର ଜଳକଣା ମିଶିଗଲେ

ପ୍ରକାଣ୍ଡ ମେଘର ଯେ ସୃଷ୍ଟି

     ଏକତାର ଗୀତ

     ଗାଇ ଯେ ଜାଣିଲେ

     ମନ ବିଶ୍ୱାସରେ ତାକୁ

     ସଜାଇ ପାରିଲେ

     ନଦୀର ପ୍ରଖର ଜଳେ

    ସୁରକ୍ଷିତ ଥିବ

    ବିଶ୍ୱାସ ଅଭାବେ 

   ଭବ ସାଗରେ ଭାସିବ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract