STORYMIRROR

Yudhisthir Khamari

Abstract

2  

Yudhisthir Khamari

Abstract

ଏକତା ଭିନ୍ନତା ଭିତରେ

ଏକତା ଭିନ୍ନତା ଭିତରେ

1 min
115

ଭିନ୍ନତା ଭିତରେ ଏକତା ମୋ ଦେଶ

ରହିଛି ଭିନ୍ନ ବେଶଭୂଷା

ଭାଷା ପୁଣି ଉର୍ଦ୍ଧ୍ବ ତିନିଶହ ପଚିଶ ରୁ

ଉପଭାଷା ଶୋଳଷ ବାଉନ

ରାଜଭାଷା ଅଟଇ ଶୋହଳ

ପ୍ରଥମ ଭାରତୀୟ

ଧର୍ମ ଶାସ୍ତ୍ର ରାମାୟଣ

ସର୍ବ ବୃହତ ପୁରାଣ ବିଶ୍ବ ର

ଅଟେ ମହାଭାରତ

ଏକ ଲକ୍ଷ ଶ୍ଲୋକେ ଏ ରଚିତ

ଯାହା ବହନ କରେ

ମହନୀୟତା ଏ ମହାନ ଭାରତର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract