Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Abstract Drama Fantasy

3  

Chittaranjan Nanda

Abstract Drama Fantasy

ଏକ୍ସଟ୍ରାଭେଗେଞ୍ଜା ପାର୍ଟି

ଏକ୍ସଟ୍ରାଭେଗେଞ୍ଜା ପାର୍ଟି

1 min
142



ଲକ୍ଷ ଲକ୍ଷ ପ୍ରେମ କାହାଣୀ ପାଇବା 

ଏ ସମାଜ ଭିତରେ

କେତେ ସଫଳ କେତେ ବିଫଳ ରହେ

ନାହିଁ ହିସାବରେ।


ସମାପ୍ତିର ଚିହ୍ନ ସଦା ସର୍ବଦା ଦେଖାଦିଏ

ଅନେକ ଆରମ୍ଭର ପୂର୍ବାଭାଷରେ

କେତେ ଯେ ବିରହୀ ଓ ବିରହିଣୀଙ୍କ ଜୀବନ

ଘାଣ୍ଟି ହୁଏ ଆଖିରେ ଲୁହ ଓ କୋହରେ ।

 

କିଛି ପ୍ରେମ ଭାସମାନ ଅଦିନିଆ ମେଘ ଭଳି, 

କ୍ଷଣକେ ଗର୍ଜି ପୁଣି ଆତ୍ମଗୋପନ କରେ 

ବେଳେବେଳେ ଗୋଟିଏ ଜୀବନକାଳ ମଧ୍ୟ 

କମ୍ ପଡ଼େ ତାହାର ପୁନରାଗମନରେ ।


ଅନୁଧ୍ୟାନ କଲେ ଆଜି କାଲି ଆଭିଜାତ୍ୟବର୍ଗୀଙ୍କ 

ପାଇଁ ଡିୟୁରେ ପାଠପଢ଼ା କାରଣକୁ, 

ପାଇବା ତାହା କେବଳ ହୋଇଛି ତଥା ମାତା ପିତାଙ୍କ ଠାରୁ ପହଞ୍ଚ ଦୂରତାରେ ରହିବାକୁ ।


ପିତା ମାତାଙ୍କ ଜିଦ୍ ଆଗରେ ଭାବନ୍ତି କିପରି

ପ୍ରକାଶ କରିବେ ନିଜ ସ୍ବପ୍ନକୁ 

ସମୟ କଟାନ୍ତି ସେମାନେ ଆୟୋଜନ କରି

ଏକ୍ସଟ୍ରାଭେଗେଞ୍ଜା ପାର୍ଟି ସବୁକୁ ।


ପ୍ରାକୃତିକ ପ୍ରେମର ରଙ୍ଗ ଲାଗେ ଏ ଦୁନିଆରେ,

ସେ କଥା ଏ ଯୁଗରେ କୁଆଡୁ ଜାଣିବୁ

ମୁହଁରେ ଫୁଟିବାକୁ ସୁବର୍ଣ୍ଣ ସକାଳ ପାଇଁ ମନେ

ମନେ ଭାବନ୍ତି ଅପେକ୍ଷା କରିବୁ ।


Rate this content
Log in

Similar oriya poem from Abstract