STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ଏକପଦୀ

ଏକପଦୀ

1 min
20

ମନରେ ଭରିଦିଏ ଆନନ୍ଦ

ଅମାପ ଶକ୍ତି ଅସରନ୍ତି ଆନନ୍ଦ

ଖୋଲି ଯାଏ ଉତ୍ସାହର ସ୍ରୋତ

କବିର ଭାବର ଲେଖନୀ

ହୋଇ ଉଠେ ଉଜ୍ଜୀବିତ

ହସ୍ତ ଆଞ୍ଜୁଳି ହୋଇ ଉଠେ

       ସଞାଳିତ

ଭାବନାର ସ୍ରୋତରେ

କବିତାର ଶୀର୍ଷକ

ହୋଇ ଉଠେ ଜୀଵନ୍ତ

ଅନେକ ଅବ୍ଯକ୍ତ

   ଭାଷା ଭାବର ହୁଏ

    ପରିପ୍ରକାଶିତ

ଖୋଲିଦିଏ ରୁଦ୍ଧ କୋଠରୀ ଦ୍ଵାର 

ପଂକ୍ତି ପରେ ପଂକ୍ତି 

ହୋଇ ଯାଏ ଲିଖିତ

ମନ ହୋଇ ଯାଏ ପୁଲକିତ ।



Rate this content
Log in

Similar oriya poem from Inspirational