Arundhati Senapati
Abstract
ଜଣା ଅଜଣାର ଗହଳି ଭିତରେ
ଏକାନ୍ତ ହିଁ ମୋର କାମ୍ୟ।
ନ ଥିବେ ଯହିଁ ଛଦ୍ମବେଶୀ
ନା ଥିବ ଅଭିନୟର ସତ୍ତା।
ପ୍ରତିଯୋଗିତାର କୋଳାହଳଠୁ
ରହିବାକୁ ଚାହେଁ ଅନତି ଦୂରରେେ।
ଗଣ୍ୟ ମାଣ୍ୟ ହବାର ଭିଡ ମଧ୍ୟରେ
ପରିଚୟହୀନ ଠିକଣାଟିଏ ଦରକାର।
ଲ୍ୟାଭେଣ୍ଡର ଅର...
କେଇ କ୍ଷଣର କଥା
ହାସ୍ୟ ରସ
ସହଯୋଗୀ
ବନ୍ଧନ ବନ୍ଧୁତା...
ଏକା
ଦ୍ବିତୀୟ ଈଶ୍ବର
ନିଜ ପାଇଁ
ସମୟର ନଟି
ଉପଭୋକ୍ତା
ଯେତେ ବିଲ ଥାଉ ଗୋହିରୀ ବିଲର ସମକ୍ଷକ କେହି ନାହିଁ ଲକ୍ଷେ ତାର ଥିଲେ ଆକାଶ ମାର୍ଗରେ ଚନ୍ଦ୍ ଯେତେ ବିଲ ଥାଉ ଗୋହିରୀ ବିଲର ସମକ୍ଷକ କେହି ନାହିଁ ଲକ୍ଷେ ତାର ଥିଲେ ଆକାଶ ମାର୍ଗର...
ବରଷା ବଉଦ ସଜ ବରଷା ବଉଦ ସଜ
କିନ୍ନର ର ଅଭିବ୍ୟକ୍ତି କିନ୍ନର ର ଅଭିବ୍ୟକ୍ତି
ଆସ ପ୍ରାଣ ମିତ, ତୁମ ପାଇଁ ଗୀତ ଲେଖିକି ଚାହିଁଛି ଅନାଇ ଆସ ପ୍ରାଣ ମିତ, ତୁମ ପାଇଁ ଗୀତ ଲେଖିକି ଚାହିଁଛି ଅନାଇ
କିଏ ଜଣେ କହି ଦେଇଗଲା ତୁମେ ପରା ସବୁ ହୃଦୟରେ ମୁଁ ନିରେଖି ଦେଖିଲି ମୋ ମନ ଭିତରକୁ ବହୁ ବେଳ ଯାଏଁ ସେ କିଏ ଜଣେ କହି ଦେଇଗଲା ତୁମେ ପରା ସବୁ ହୃଦୟରେ ମୁଁ ନିରେଖି ଦେଖିଲି ମୋ ମନ ଭିତରକୁ ବହୁ ବେଳ...
ଖାଇବାକୁ ଗଣ୍ଡେ ଦେବାକୁ ମୋ ମାଆ ପର ଘରେ କାମ କଲା ଘର ଲିପା ପୋଛା ବାସନ ମଜାରେ ମାଆ ହାତେ ଘାଆ ହେଲା ... ଖାଇବାକୁ ଗଣ୍ଡେ ଦେବାକୁ ମୋ ମାଆ ପର ଘରେ କାମ କଲା ଘର ଲିପା ପୋଛା ବାସନ ମଜାରେ ...
ପବିତ୍ର ଭାରତ କୃଷ୍ଣ ରାମ ଭୂମି ଅଟେ ପରା ଏହୁ ସର୍ବୋତ୍ତମ ଭୂମି। ପବିତ୍ର ଭାରତ କୃଷ୍ଣ ରାମ ଭୂମି ଅଟେ ପରା ଏହୁ ସର୍ବୋତ୍ତମ ଭୂମି।
ତୁମ ଦର୍ଶନ ତୁମ ବିଚାର ସଭିଏଁ କରନ୍ତୁ ତା'ର ଆଦର ତୁମ ଆଦର୍ଶରେ ସଭିଏଁ ହୁଅନ୍ତୁ ଅନୁପ୍ରାଣିତ ... ତୁମ ଦର୍ଶନ ତୁମ ବିଚାର ସଭିଏଁ କରନ୍ତୁ ତା'ର ଆଦର ତୁମ ଆଦର୍ଶରେ ସଭିଏଁ ...
ଅଜ୍ଞାନ କାଳିମା ହୃଦୟର ସୀମା ଲଙ୍ଘି ବାହାରକୁ ଆସଇ ଯଦି ଜ୍ଞାନର ଆଲୋକ କିପରି ଜଳିବ କୁହ ଯେ ଲଭିଛ ଜ୍ଞାନରେ ସ... ଅଜ୍ଞାନ କାଳିମା ହୃଦୟର ସୀମା ଲଙ୍ଘି ବାହାରକୁ ଆସଇ ଯଦି ଜ୍ଞାନର ଆଲୋକ କିପରି ଜଳିବ କ...
ହଳଦିଆ ରଙ୍ଗେ ଖେଳିବା ହୋଲି ହଳଦିଆ ରଙ୍ଗେ ଖେଳିବା ହୋଲି
ମିଛ ମଣିଷର କଥାରେ ଛଳନା ଆଖିରେ ମିଥ୍ୟାର ଲୁହ, ନର ହତ୍ୟା କରି ସମବେଦନାରେ ତା ହୃଦୟେ ମି ମିଛ ମଣିଷର କଥାରେ ଛଳନା ଆଖିରେ ମିଥ୍ୟାର ଲୁହ, ନର ହତ୍ୟା କରି ସମବେଦନାରେ ...
ସ୍ଵାଗତ ନବ ସକାଳର ସ୍ଵାଗତ ନବ ସକାଳର
ବାହ୍ୟ ଚାକଚକ୍ୟ ଅନ୍ତର କାନ୍ଦଇ ନିଃସଙ୍ଗତା ମଧୁବନେ ପାଉଁଶ ତଳର ସ୍ବପ୍ନ ଚେତିଉଠେ ଜଗାଇ ବେଦନା ମନେ ... ବାହ୍ୟ ଚାକଚକ୍ୟ ଅନ୍ତର କାନ୍ଦଇ ନିଃସଙ୍ଗତା ମଧୁବନେ ପାଉଁଶ ତଳର ସ୍ବପ୍ନ ଚେତିଉଠେ ଜଗ...
ପୁତ୍ରର ବିଳାପ ପୁତ୍ରର ବିଳାପ
ବସନ୍ତର ଶେଷରାଗ କ୍ଷୀଣ ହେବା ପରେ ଶ୍ରାବଣର ଶେଷ ବୁନ୍ଦା ଝରିଗଲା ପରେ ନିଦାଘର ବିଳମ୍ବିତ ତୃଷାର୍ତ୍ତ ବସନ୍ତର ଶେଷରାଗ କ୍ଷୀଣ ହେବା ପରେ ଶ୍ରାବଣର ଶେଷ ବୁନ୍ଦା ଝରିଗଲା ପରେ ନିଦାଘର ବିଳମ୍ବିତ...
ଧନ୍ୟ ତୁମେ କବି କଲମ ମୁନରେ ଆଣି ପାର ତୁମେ କ୍ରାନ୍ତି, ପଦରେ ପଦରେ ନିଆସି ମନରେ ଭରି ପାର ପୁଣି ଶାନ ଧନ୍ୟ ତୁମେ କବି କଲମ ମୁନରେ ଆଣି ପାର ତୁମେ କ୍ରାନ୍ତି, ପଦରେ ପଦରେ ନିଆସି ମନରେ ଭରି ପାର ପ...
ହଟିଯାଉ ସବୁ ସଂସାରୁ କଳୁଷ ଅଜ୍ଞାନତା ପାଉ ଲୋପ ।। ହଟିଯାଉ ସବୁ ସଂସାରୁ କଳୁଷ ଅଜ୍ଞାନତା ପାଉ ଲୋପ ।।
ସତ୍ୟ ବଚନ ସତ୍ୟ ବଚନ
କବି କବି
ଓଡିଶାର ତିରିଶି ଜିଲ୍ଲାକୁ ନେଇ କବିତାଟିଏ ଓଡିଶାର ତିରିଶି ଜିଲ୍ଲାକୁ ନେଇ କବିତାଟିଏ