Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Baijayantimala Rout

Inspirational

2.0  

Baijayantimala Rout

Inspirational

ଏକା ବୋକା

ଏକା ବୋକା

1 min
11.7K


ମିଳିମିଶି ଯେଉଁ କାମ କରିହୁଏ 

ଏକା କରିହୁଏ ନାହିଁ ,

ଏକତାରେ ଯେଉଁ ବଳ ରହିଥାଏ  

ତାହା ସମ ନାହିଁ କେହି ।

ଏକା ବୋକା ବୋଲି ଲୋକ କଥା ଅଛି 

ଏକଥା ରଖିଥା ଜାଣି ,

ଜୀବନରେ ଯେବେ ମିଳିମିଶି ଥିବ 

ବହେ ସୁଖର ଉଜାଣି ।

ସଂଘବଦ୍ଧ ଭାବେ କାର୍ଯ୍ୟ କରୁଥିଲେ 

ମିଳଇ ଯେ ସଫଳତା ,

ଏକୁଟିଆ ହୋଇ କାର୍ଯ୍ୟ କରୁଥିଲେ 

ମିଳଇ ଦୁଃଖ ବାରତା ।

ଏକା ଏକା ଯେବେ ରହିଥାଉ ଆମେ ,

ଘେରେ ଅନେକ ସମସ୍ଯା ,

ସମସ୍ୟା ଭିତରେ ଛନ୍ଦି ହୋଇ ଆମେ 

ଜୀବନ ହୁଏ ତପସ୍ଯା ।

ମିଳିମିଶି ଥିଲେ ଖୁସି ଖେଳିଯାଏ

ଜୀବନ ହୁଏ ସରସ ,

ଖୁସି ବାଣ୍ଟିଚାଲୁ ଜୀବନରେ ଆମେ

ଖେଳିଯାଏ ମୁହେଁ ହସ ।

କରିବା ଶପଥ ଜୀବନରେ ଆମ 

ରହିବାଟି ମିଳିମିଶି ,

 ରହିବାନି କେବେ ଜୀବନରେ ଏକା 


Rate this content
Log in

Similar oriya poem from Inspirational