STORYMIRROR

Ranjan kumar Mohanty

Romance

3  

Ranjan kumar Mohanty

Romance

ଏଇଯେ ଶାଶ୍ୱତ ପ୍ରେମ

ଏଇଯେ ଶାଶ୍ୱତ ପ୍ରେମ

1 min
269

ସ୍ୱାର୍ଥ ସଂସାରରେ ପ୍ରେମ ହିଁ ଶାଶ୍ୱତ

ପ୍ରେମ ମୃତ୍ୟୁ ଧାମେ ଜୀବନ ସଂଗୀତ

ସଂସାର ସାଗରେ ପୋତ

ଚିର ଅମଳିନ ଯାର ମହତ୍ତ୍ୱ ।


ଅଞ୍ଜଳିରେ ଭରା ଅଞ୍ଜୁଳେ ଫୁଲ

ସଂସାର ହାଟରେ ଅମୁଲ ମୂଲ

ପ୍ରାପ୍ତିରେ ନୁହେଁ ତଉଲ

ଶତ୍ରୁକୁ ବି ଯିଏ ପାଇବ ଭଲ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance