STORYMIRROR

Ranjan kumar Mohanty

Abstract

2  

Ranjan kumar Mohanty

Abstract

ଏଇଯେ ଜନ୍ମଭୂମି ମୋର.....

ଏଇଯେ ଜନ୍ମଭୂମି ମୋର.....

1 min
212

ଏଇ ଯେ ଜନ୍ମଭୂମି ମୋର

ଏଇ ଯେ କର୍ମଭୂମି ମୋର

ମାଟି ନୁହେଁ ଏହା ମମତା ମନ୍ଦିର

ମୋ ପାଇଁ ସରଗ ପୁର

ଏଇ ଯେ ଶାନ୍ତିଭୂମି ମୋର

ଏଇ ଯେ ମୁକ୍ତିଭୂମି ମୋର

ଜୀବନ ଗୀତର ସାତଟି ସ୍ୱର

ମୋ ପାଇଁ ସୁଖସାଗର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract