STORYMIRROR

padmaja pati

Abstract Others

2  

padmaja pati

Abstract Others

ଏଇତ ସଂସାର

ଏଇତ ସଂସାର

1 min
104

ଚଲା ପଥ ଆମ ସିଧା ରାସ୍ତା ପରି

ପାରିବା ସେଥିରେ ଚାଲି

ଏକ ପାରୁଶରେ ଅଗାଧ ଜଳଧି

ଆର ପଟେ ମରୁବାଲି l

ଶେଷ ମୁଣ୍ଡରେ ତା' ପହଁଚିଲା ପରେ

କେବେ ମିଳେ ଟିକେ ଛାଇ

ଡାକେ ହାତ ଠାରି ଆସ ମୋ ପାଖକୁ

ସବୁ ଲୁହ ଯିବି ପିଇ l

ବେଳେ ବେଳେ ପୁଣି ଲାଗଇ ଅସାର

ହତାଶିଆ ମରୁବାଲି

ବଇଶାଖି ବାଆ ସବୁ ଦିଏ ଜାଳି

ଦିଶେ ଥୁଣ୍ଟା ଗଛ ଖାଲି l



Rate this content
Log in

Similar oriya poem from Abstract