STORYMIRROR

Ranjan kumar Mohanty

Romance

3  

Ranjan kumar Mohanty

Romance

ଏଇ ଯେ ଶାଶ୍ୱତ ପ୍ରେମ

ଏଇ ଯେ ଶାଶ୍ୱତ ପ୍ରେମ

1 min
194

ପ୍ରେମ ଚିରନ୍ତନ ପ୍ରେମ ହିଁ ଶାଶ୍ୱତ

ମୃତ ନଗରୀରେ ପ୍ରେମ ହିଁ ଅମୃତ

ଆମ ଜୀବନ ସଂଗୀତ

ସଦା ଡାକେ ଯେଉଁ ଅଦେଖା ହାତ


ପ୍ରେମ ଯେ ଆତ୍ମାର ଆତ୍ମାରେ ମିଳନ

ପ୍ରେମ ଯେ ସଂସାରେ ଅତୁଟ ବନ୍ଧନ

ଅଦୃଷ୍ଟ ବଂଶୀର ସ୍ଵନ

ହୃଦୟ କନ୍ଦରେ ମୃଦୁ ଗୁଞ୍ଜନ...



Rate this content
Log in

Similar oriya poem from Romance