STORYMIRROR

MITALI ROUT

Inspirational Others

2  

MITALI ROUT

Inspirational Others

ଏଇ ତ ଜୀବନ

ଏଇ ତ ଜୀବନ

1 min
570


ଏନ୍ତୁଡ଼ିରୁ ଆରମ୍ଭ ଜୁଇରେ ଶେଷ

କୁଆଁ କୁଆଁରୁ ଆରମ୍ଭ ହୁଏ ବଂଚିବାର ଅଭ୍ୟାସ

ଠୁକୁ ଠୁକୁ ପାଦ ପକାଇ ଆଗକୁ ଚାଲିବାର ପ୍ରୟାସ

ନିଜକୁ ବଞ୍ଚାଇବା ପାଇଁ ଅହର୍ନିଶି ଚାଲିଛି ସଂଘର୍ଷ

ଘାସ ପରି ଦଳି ହୋଇ ତଥାପି ମୁହଁରେ ଥାଏ ହସ

ପାଇ ପାଇ ତଥାପି ଥାଏ ନପାଇବାର ଅବଶୋଷ

କିଏ ପାତାଳରେ ପାଏ ଖୁସି କିଏ ଖୋଜେ ଆକାଶ

ଏଇ ତ ଜିବନ କାହାର କଟୁ ଥାଏ ରୋଗ ଶଯ୍ୟାରେ

ତ କାହାର ଅକାଳ ରେ ବନ୍ଦ ହୋଇଯାଏ ନିଶ୍ୱାସ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational