STORYMIRROR

Niranjan Sahu

Inspirational

3  

Niranjan Sahu

Inspirational

ଏଇ କଥା ମନେ ରଖିବ

ଏଇ କଥା ମନେ ରଖିବ

1 min
348

କିଛି ସମୟ ସୁଯୋଗ ମିଳିଛି 

ଖୁସିଟିକେ କରିବାକୁ

ହାତଛଡା ମୁଁ କାହିଁକି କରିବି

ଦୁଃଖ ଅଛି ଭୋଗିବାକୁ,


ବୟସ ଖେଳର ଶେଷ ପ୍ରହରରେ

ଦୁଃଖ ଭୋଗିବାକୁ ପଡ଼ିବ

ସମସ୍ତେଙ୍କ ପାଇଁ ନିଶ୍ଚୟ ଆସିବ

କେବେ ଅନ୍ୟଥା ନ ହୋଇବ


ସୁଖ ସମୟ ଯେତେବେଳେ ମିଳେ

ହାତଛଡା କରିବନି

ସମୟ ଥରେ ଚାଲିଗଲା ପରେ

ଆଉକେବେ ମିଳିବନି


ସତପଥରେ ହିଁ ସୁଖ ମିଳିଥାଏ

ଅସତ ପଥରେ ଦୁଃଖ

କ୍ଷଣିକ ସୁଖ ଯେ ଦୁଃଖ ଡାକିଥାଏ

ଏଇ କଥା ମନେରଖ,,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational