ଏଇ ଭାରତରେ...
ଏଇ ଭାରତରେ...
ଜନତା ଙ୍କ ପାଖେ ଅଭାବ
ନୈତିକତାର ଫସଲ
ଆଚାର ବିଚାର ର ତାଳ ମେଳ
କେହି ଭାବିଛ କି
ଗଣତାନ୍ତ୍ରିକ ବ୍ୟବସ୍ଥା ର ପୁଣ୍ଯ ସଫଳ
କାୟ ମନ ବାକ୍ୟ ର ତ୍ରିଫଳା ଜଳ ରେ
ହେବ ଦେଶ ପ୍ରେମ ର ମହାସ୍ନାନ
ଲୋଡ଼ା ନାହିଁ ରାଜନୀତି _ବାହୁ ବଳ
ଲୋଡ଼ା ପୂର୍ବ ସୁରୀ ମାନଙ୍କ ପଥ କେବଳ
