STORYMIRROR

Prafulla Kumar Tripathy

Classics

2  

Prafulla Kumar Tripathy

Classics

ଏଇ ଆମ ସଂସାର

ଏଇ ଆମ ସଂସାର

1 min
370

କାଲିଥିଲା ମୋର

ଭାଇ ଆପଣାର

ଆଜିସିଏ ହେଲା ପର

ମୋ ଛାଇ ଦେଖୀଲେ

ତା ନାହି ଡେଉଁଛି

କାହାକୁ କହିବି

ଏଇତ ଦୁନିଆର ବିଚାର


କିଅବା କହିବି ଆହେ ଜଗନ୍ନାଥ

ଏମିତି ଅବସ୍ଥା ମତେ କଲ

ଏଭରା ସସାଂରେ

ଏପରି ଭାବରେ

ହେଉଛି ମୁଁ କଲବଲ


କି ପାପ କରିଲି ଏହି ଜନମରେ

ତାହାତ ଜାଣିନି ପ୍ରଭୁ

ଏ ଅନ୍ଧକାରେ ଏ ସଂସାରେ ପ୍ରଭୁ

ଦେଖୁନକି ମୋର ଦୁଃଖ

ମୋ ବେଳକୁ ତୁମେ

ଆଖୀ ବୁଜିଦେଲ

ରଖ ତୁମ ଗାରିମା ଜଗନ୍ନାଥ


କି ଲେଖା ହୋଇଛି ମୋର କରମରେ

ଜାଣିତ ପାରିନି ପ୍ରଭୁ

ତୁମ ନାମ ଜପି ଦିନ ମୋ ଯାଉ

କି ଦେଇ ପୁଜିବି ଆଉ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics