STORYMIRROR

Debabrata Barik Debunu

Abstract

2  

Debabrata Barik Debunu

Abstract

ଏଇ ଆମ ସମ୍ଭିଧାନ

ଏଇ ଆମ ସମ୍ଭିଧାନ

1 min
165

ଏଇ ଆମ ସମ୍ଭିଧାନ

ଭାରତ ମାତାର

ଯୋଗ୍ୟ ସନ୍ତାନ

ଅଟୁ ଆମେ ପରାଧୀନ

ଏଇ ଆମ ସମ୍ଭିଧାନ

ସେବା ନାଆ ରେ

ଶୋଷଣ ଚାଲିଛି

ଚାଲିଛି ଦୁର୍ନୀତି କଷଣ

ଏଇ ଆମ ସମ୍ଭିଧାନ

ଦେଶ ସେବାରେ

ଯାଇଛି ଜୀବନ

କେତେ ବୀର

କେତେ ସୈନ୍ୟ

ଏଇ ଆମ ସମ୍ଭିଧାନ

ଏବେବି ସମୟ

ରହିଛି ପାଖରେ

ସୁଧାରି ନେବାରେ ନିଜକୁ

ଦେଶ ପାଇଁ କିଛି

କରିଲେ ସୁନାମ

ପାଇବୁ ଯେ ମଲା ବେଳକୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract