STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଏହୁତ ପରା ବୟସ

ଏହୁତ ପରା ବୟସ

1 min
417


ଘର ହେଉ ଯେଉଁ ପରି

କୋଣରେ ତାହର ତହିଁ,

ଏକ ହସିବା ପାଇଁ ସ୍ଥାନ ରଖିବା।

        ଯେତେ ଦୂରେ ରୁହନ୍ତୁ ସୂରୁଜ

       ଦେଖିବା ପାଇଁ ତାଙ୍କୁ ରାସ୍ତା ରଖିବା।


କେବେ କେବେ ପୁଣି ଛାତରେ ଚଢିବା

ତାରାଙ୍କୁ ଅବଶ୍ୟ ଗଣିବା                     

ହାତ ବଢାଇ ଚନ୍ଦ୍ର ଦେଖିବା,

ଛୁଇଁବା ପାଇଁକି ଚେଷ୍ଟା କରିବା।


         ଲୋକଙ୍କ ସହିତ ଭେଟ କରିବା       

     ତେଣୁ ଘର ସାମ୍ନାରେ ଭାଇ ପଡ଼ୋଶୀ ରଖିବା।


ବର୍ଷାରେଟି ଓଦା ହୋଇବା

ତହିଁ ଜରରେ ଡେଉଁ ଥିବା

ହୋଇଣ ପାରେ ଯେବେ

କାଗଜ ଡଙ୍କାକୁ ଖୁସିରେ ଭସାଇ ଦେବା।


      ମିଳେ ଯଦି ଫୁରସତ ସ୍ବଚ୍ଛ ଅଛି ଆକଶ         

      ଏକ କିଟ୍ ଆକାଶକୁ ନିଶ୍ଚେ ଛାଡ଼ିବା,

    ଭାଇମୋ ଆଦରେ କିଟ୍ ଖେଳ ସେଠି ଖେଳିବା।


ଘର ପାଖରେ ନିଶ୍ଚେ ଗଛ ଲଗେଇବା

ତହିଁରେ ବସି ଥିବା ପକ୍ଷୀଙ୍କ

କଥାକୁ ଧ୍ୟନେ ଶୁଣିବା।


           ଘର ହେଉ ଯେଉଁ ପରି

           କଣାରେ ତାହାର ତହିଁ,

         ଏକ ହସିବା ପାଇଁ ସ୍ଥାନ ରଖିବା


ଯେଉଁ ଆଡେ ଆମେ ନିତ୍ୟେ ଯିବା

ଆନନ୍ଦ ଉତ୍ସାହ ବୁଣୁ ଥିବା।


         ସମୟ ସାରା ବୟସେ ହେଉରେ ମଜେଦାର

            ଜୀବନେ ପରା ଏହୁ ଦରକାର।


ହୃଦୟ କୁ ବଞ୍ଚାଇ ରଖିବା

ମନରେ ଦୁଃଖ ନ ଆଣିବା


         ଜୀବନ ବ୍ୟତୀତ କରିବା

          ବୟସେ ଖୁସି ଆଣିବା।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract