STORYMIRROR

pranati Mahapatra

Abstract Others

3  

pranati Mahapatra

Abstract Others

ଏହି ମୋର ଅଳି-୫

ଏହି ମୋର ଅଳି-୫

1 min
179


ଅଭାବ କଣ ଜାଣିବାକୁ ଦିଏନାହିଁ

ଚାଉଳ କି ପରିବା ନଥିଲେ 

କେମିତି କଣ କରି ,

ସାଇପଡିଶା ରୁ ବିକଳ ହୋଇ 

ମାଗିଆଣେ ତା ଲୁଗାକାନିରେ,

ଘରପାଖ ଡୋବରୁ ଗଣ୍ଠି କଳମ 

ଟୁଙ୍କି ଆଣେ ବଡ଼ ଶରଧାରେ।

ସାହି ଗଡିଆରୁ ମାଛ ଧରାହେଲେ

ଜାଲୁଆ ବଡ଼ମାଛ ଖାଳେଇରେ

ପୁରେଇବା ବେଳେ

ଛୋଟ ମାଛ ଗୁଡା ନେଇଆସେ।

ପଖାଳ ଭାତ,ଶାଗଭଜା, ମାଛଭାଜି,

ପେଟ ଖରାପ ର ବାହାନା କରି,

ବଳେଇ ବଳେଇ ଖୁଆଇ ଦିଏ ମୋତେ।

ସେ ମୋ ...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract