Jharana Rout
Tragedy
କେତେ ଛଳନା
କେତେ ଅଭିନୟ
କିଛି ଏଠି ଜଣାପଡ଼େନା
କିଏ ଏଠି ସତ
କିଏ ଏଠି ମିଛ
ସବୁ କହେ
ଏ ଆଖି ଆଇନା ।
ଦୁନିଆକୁ କିଏ ବା
ଚିହିଁଛି
ଦେଇଥାଏ ଖାଲି ପ୍ରତାରଣା
ଏହିତ ଦୁନିଆ ଏହି ଅଟେ
ରଙ୍ଗମଞ୍ଚ
ମିଛରେ କରୁଥାଏ
କେତେ ଅଭିନୟ ।
ସ୍ବାର୍ଥାନ୍ଧ
" କଳ୍ପ ବଟେ ତୋ...
ସରସ୍ବତୀ ବନ୍ଦନ...
ଅବୁଝା ଜୀବନ
ନିର୍ଦ୍ଦୟ
ନୀରବତା
ତଥାପି ମୋ ଗାଁ ...
ବାକି ରହିଗଲା
ମିଛ ପାଶେ ସତ ବ...
ଗଣାଧିପ ଆବାହନୀ
ଗୁମୁରି କାନ୍ଦୁଛି ପ୍ରିୟା ସାତଟି ଦିନର ସାତ'ଶ ସପନ କିଏ କହ ନେଇଗଲା ତା ମଥା ସିନ୍ଦୁର ପବିତ୍ର ବନ୍ଧନ ଗୁମୁରି କାନ୍ଦୁଛି ପ୍ରିୟା ସାତଟି ଦିନର ସାତ'ଶ ସପନ କିଏ କହ ନେଇଗଲା ତା ମଥା ସିନ୍ଦୁର ପବିତ୍ର ...
ସଞ୍ଜ ଆସୁଥିଲା ନଇଁ ନଇଁ ତୁଳସୀ ଚଉରା ମୂଳେ ସଞ୍ଜ ସଳିତା ଲଗେଇ ଗୁଣୁ ଗୁଣୁ ଗାଉଥିଲା ବୋଉ ସକେଇ ସକେଇ ବାଷ୍ପରୁଦ୍ଧ କଣ୍ଠ... ସଞ୍ଜ ଆସୁଥିଲା ନଇଁ ନଇଁ ତୁଳସୀ ଚଉରା ମୂଳେ ସଞ୍ଜ ସଳିତା ଲଗେଇ ଗୁଣୁ ଗୁଣୁ ଗାଉଥିଲା ବୋଉ ସକେଇ ...
ତୁମେ କଥା ଦେଇଥିଲ ସାଥି ମୋତେ ବାସ କିଛି ଦିନ ପରେ ମୋତେ ନେବାକୁ ଆସିବ ବୋଲି .....!! ହେଲେ .... ତୁମେ କଥା ଦେଇଥିଲ ସାଥି ମୋତେ ବାସ କିଛି ଦିନ ପରେ ମୋତେ ନେବାକୁ ଆସିବ ବୋଲି .....!! ହେଲେ .....
ଭଙ୍ଗା ଗାଡ଼ି ଏକ୍ସିଡେଣ୍ଟ ଗାଡ଼ି ଆଗକୁ ତ ଚାଲୁଛି ହେଲେ ଟିକେ ରହି ରହି ଚାଲୁଛି ଧକ୍କା ଦେଲେ ଚାଲୁଛି ଭଙ୍ଗା ଗାଡ଼ି ଏକ୍ସିଡେଣ୍ଟ ଗାଡ଼ି ଆଗକୁ ତ ଚାଲୁଛି ହେଲେ ଟିକେ ରହି ରହି ଚାଲୁଛି ଧକ୍କା ଦେଲେ ଚ...
ଆ' ଜହ୍ନମାମୁଁ ଆ' ଜହ୍ନମାମୁଁ
ପ୍ରଜ୍ଞାଶୀଳତା ପ୍ରଜ୍ଞାଶୀଳତା
ତଥାପି ମୋ ଗାଁ ହସୁଛି ତଥାପି ମୋ ଗାଁ ହସୁଛି
ଯାଜ୍ଞସେନୀ ର ଯାଚ଼ନା ଯାଜ୍ଞସେନୀ ର ଯାଚ଼ନା
ସେଦିନ ଆଉ ଆଜି ସେଦିନ ଆଉ ଆଜି
କେଜାଣି କି ବାସ୍ନା ଥିଲା ବୋଉର ହାତରେ କେଜାଣି କି ବାସ୍ନା ଥିଲା ବୋଉର ହାତରେ
ସ୍ତନ୍ୟପାନ ସପ୍ତାହ ସ୍ତନ୍ୟପାନ ସପ୍ତାହ
ଉତ୍ତର ଖୋଜୁଛି ବୋଉ ଉତ୍ତର ଖୋଜୁଛି ବୋଉ
ନିଦାଘ ନିଦାଘ ନିଦାଘ ନିଦାଘ
ଅତୁଲ୍ୟ ସ୍ଵାକ୍ଷର ଅତୁଲ୍ୟ ସ୍ଵାକ୍ଷର
କୋଳେଇ ନେବ, ଏକ ଦମ୍ ନିଜର କରି ...... ଥପ୍ କରି ବସି ଯାଏ ମନ ଟି , ଶବ୍ଦ ର ଜାଲକ କୁ ବୁଣି ବ କୋଳେଇ ନେବ, ଏକ ଦମ୍ ନିଜର କରି ...... ଥପ୍ କରି ବସି ଯାଏ ମନ ଟି , ଶବ୍ଦ ର ଜ...
ରାମାୟଣ କଥା ରାମାୟଣ କଥା
ସେଦିନଠୁ ମୁଁ ସବୁଦିନ ସେଇ ବାଟ ଦେଇ ଯାଏ ଆଉ ରେଶମ କୁ ଦେଖେ ସେ ବି ତା ଦୋକାନ ଭିତରୁ ପଦାକୁ ବାହାରି ଆସ ସେଦିନଠୁ ମୁଁ ସବୁଦିନ ସେଇ ବାଟ ଦେଇ ଯାଏ ଆଉ ରେଶମ କୁ ଦେଖେ ସେ ବି ତା ଦୋକାନ ଭିତରୁ ପଦାକୁ ବା...
ଏ ବନ୍ଧୁ ପରିଜନ ସଖା ସହୋଦର ଗଣ ସବୁ ମାୟା କୁହୁଡି ଟି ଜାଣ ସତ୍ୟ ଏଠି ମୃତ୍ୟୁ ମୃତ୍ୟୁ ଏ ବନ୍ଧୁ ପରିଜନ ସଖା ସହୋଦର ଗଣ ସବୁ ମାୟା କୁହୁଡି ଟି ଜାଣ ସତ୍ୟ ଏଠି ମୃତ୍...
ମୁଁ ତ୍ରିରଙ୍ଗା ପତାକା କହୁଛି ମୁଁ ତ୍ରିରଙ୍ଗା ପତାକା କହୁଛି
ମିଛ ଡାହା ମିଛ ସବୁ କେବଳ ପ୍ରହସନ ବଣ ମଣିଷ ଠାରୁ ଲଙ୍ଗଳା ପୁଙ୍ଗୁଳା ପ୍ରସ୍ତର ଯୁଗର ମଣିଷ ଠାରୁ ଆଦ ମିଛ ଡାହା ମିଛ ସବୁ କେବଳ ପ୍ରହସନ ବଣ ମଣିଷ ଠାରୁ ଲଙ୍ଗଳା ପୁଙ୍ଗୁଳା ପ୍ରସ୍ତର ଯୁଗର ...